Jump to content

ସମ୍ଭୁତି

ଉଇକିଅଭିଧାନ‌ରୁ

ସଂସ୍କୃତଭାଷା,ବିଶେଷ୍ୟ ( ସମ୍ +ଭୁ ଧାତୁ =ହେବା + ଭାବ. ତି ) []

[ସମ୍ପାଦନା]
  • ଉତ୍ପତି;ଜନ୍ମ;ଉଦ୍ଭବ ( Birth )
  • ବିଭୁତି;ଐଶ୍ଵର୍ଯ୍ୟ (Majesty )
  • କ୍ଷମତା;ଶକ୍ତି ( Power )
  1. ପୂର୍ଣ୍ଣଚନ୍ଦ୍ରଭଷାକୋଷ , ପୃଷ୍ଠା - ୮୨୪୨