ସମ୍ଭୁ ଦୈତ୍ୟ
ଶାରଳା ଦାସଙ୍କ ରଚିତ ବିଲଙ୍କା ରାମାୟଣରେ ବର୍ଣ୍ଣିତ ବିଲଙ୍କା ରାବଣର ସେନାପତି ଅସୁର— ବିଶେଷ —Name of a demon, general of Bilaṅkā Rābaṇa.
[ଦ୍ରଷ୍ଟବ୍ୟ —ଏହାଙ୍କ ଭାଇଙ୍କର ନାମ ନିଶମ୍ଭୁ ବୋଲି କବି ଲେଖି ଅଛନ୍ତି]