Jump to content

ସମ୍ଭ୍ରାନ୍ତ

ଉଇକିଅଭିଧାନ‌ରୁ

(ସଂସ୍କୃତ)ବିଶେଷଣ( ସମ୍ +ଭ୍ରମ୍ ଧାତୁ +କର୍ତ୍ତୁ.ତ ) []

[ସମ୍ପାଦନା]
  • ସମ୍ଭ୍ରମଯୁକ୍ତ
  • ମର୍ଯ୍ୟାଦାବନ୍ତ;ମାନନୀୟ;ଆଦରଣୀୟ
  • ଉଦ୍ ବିଘ୍ନ
  • ଭଦ୍ର

[ସଂଭ୍ରାନ୍ତ ଇତ୍ୟାଦି -ଅନ୍ୟରୂପ] [ସମ୍ଭ୍ରମ,ସମ୍ଭ୍ରାନ୍ତି -ବିଶେଷ୍ୟ]

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ ,ପୃଷ୍ଠା ୮୨୪୩