ସସ୍ମିତ

ଉଇକିଅଭିଧାନ‌ରୁ

ସସ୍ମିତ- ବିଣ,ଈଷତ୍,ହାସ୍ୟଯୁକ୍ତ,ମନ୍ଦ ହାସ ସହିତ(ସସ୍ମିତ ଆନନ)

"ସାହେବି ପୋଷାକ ପିନ୍ଧି, ସସ୍ମିତେ କହଇ ବଙ୍କାବଙ୍କା ହିନ୍ଦି" —ଦରବାର