Jump to content

ସହଯୋଗ:ଶବ୍ଦଟିଏ କିପରି ଯୋଡ଼ିବେ

ଉଇକିଅଭିଧାନ‌ରୁ
(ସହଯୋଗ:Creating a new entryରୁ ଲେଉଟି ଆସିଛି)

ଶବ୍ଦର ପ୍ରକାର ଭେଦ ଓ ସେଗୁଡ଼ିକୁ କିପରି ତିଆରି କରିବେ

[ସମ୍ପାଦନା]

ଆପଣ ଶବ୍ଦଟିଏ ତିଆରି କରିବା ବେଳେ ବିଭିନ୍ନ ପ୍ରକାରର ଶବ୍ଦ ତିଆରି କରିବାର ଆବଶ୍ୟକତା ପଡ଼ିବ:

ବିଶେଷ୍ୟ ଶବ୍ଦ

[ସମ୍ପାଦନା]

ବିଶେଷ୍ୟ ପାଇଁ ଶବ୍ଦଟିଏ ତିଆରି କଲାବେଳେ ତଳଲିଖିତ ପଦ୍ଧତି ଦେଖିବେ:

  1. ପୃଷ୍ଠାର ସଭା ଉପରେ ==ବିଶେଷ୍ୟ== ଟାଇପ କରିବେ । ଏହାର କାରଣ ହେଲା ଶବ୍ଦଟି ଏକ ବିଶେଷ୍ୟ ।
  2. ==ବିଶେଷ୍ୟ== ଶିରୋନାମର ଠିକ ତଳେ {{ବିଶେଷ୍ୟ}} ଟାଇପ କରିବେ ।