ସ଼ଞ୍ଚ
ଦେଖଣା
ସ଼ଞ୍ଚ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସ଼ଞ୍ଚ
|
ସଂସ୍କୃତ - ବିଶେଷ୍ୟ - (ସମ୍+ଚି. ଧାତୁ—ଏକତ୍ର କରିବା+ଅଧି ଅ)
[ସମ୍ପାଦନା]ପୋଥି ବା ପୁସ୍ତକ ଲେଖିବା ପାଇଁ ପ୍ରସ୍ତୁତ ପତ୍ରଚୟ; ପୋଥିର ଛାଞ୍ଚ — A collection of palm leaves cut and moulded ready for being written on to be used as a palm leaf manuscript.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ସନ୍ଧି) ଦାଗ; ସ଼ଞ୍ଚା; ଚିହ୍ନ — ୧. Mark left on a thing.
[ଉ—ଦଶନ ସଞ୍ଚ ଗଣ୍ଡସ୍ଥଳେ—ଭୂପତି. ପ୍ରେମପଞ୍ଚାମୃତ]
- ୨. ଗ୍ରନ୍ଥି; ଗଣ୍ଠି —୨. Knot.
- ୩. (ସଂସ୍କୃତ - ସଜ୍ଜା) ଶୋଭା; ସୌନ୍ଦର୍ଯ୍ୟ —୩. Beauty.
- ୪. ସୃଢ଼ଳତା — ୪. Symmetry.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ସୁନ୍ଦର; ଶୋଭା— ସଂପନ୍ନ —୧. Beautiful.
[ଉ—ସେହି ବନର ଗଛମାନେ ଅତି ଉଚ୍ଚ ହୋଇଅଛନ୍ତି ଫୁଲ ଫଳେ ସଞ୍ଚ—କୃଷ୍ଣସିଂହ. ମହାଭାରତ. ବନ]
- ୨. ସୁଢ଼ଳ; ସୁଠାମ —୨. Symmetrical.
[ଉ—କେବଣ ସଞ୍ଚଅଧରୂକୁଳ ଧରି ଧାଇଁଛି ବେଗେ—ଭକ୍ତଚରଣ. ମଥୁରାମଙ୍ଗଳା]