ସାପ ମାରି ବେଙ୍ଗ ଉପରେ ପକାଇବା
(ବେଙ୍ଗ ମାରି ସାପ ଉପରେ ପକାଇବାର ବିକୃତରୂପ)
ନିଜେ କୌଣସି ଦୋଷ କରି ତାହା କୌଶଳକ୍ରମେ ଅନ୍ୟ ଲୋକଠାରେ ଆରୋପ କରିବା