ସିନ୍ଦୁର ମାରିବା
ଦେଖଣା
ସିନ୍ଦୁର ମାରିବା
ଦେଶଜ - କ୍ରିୟାପଦ -
[ସମ୍ପାଦନା]ମୁଣ୍ତରେ ବା ଦେବପ୍ରତିମାଙ୍କ ଅଙ୍ଗରେ ସିନ୍ଦୁର ଲଗାଇବା
ସିନ୍ଦରା, ସୁନ୍ଦ(ନ୍ଦୂ)ରାମାରିବା ===
ଦେଶଜ - କ୍ରିୟାପଦ -
[ସମ୍ପାଦନା]ସକାଳୁ ପୂର୍ବଦିଗ ସୂର୍ଯ୍ୟୋଦୟ ପୂର୍ବରୂ ନାଲି ଦେଖାଯିବା; ଅରୁଣୋଦୟ
ସିଲ୍, ସିଲ୍ମୋହର ମାରିବା
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଚିଠି ଆଦିଙ୍କୁ ମୁଦ୍ ମୁଦ୍ରିତ ସ୍ଥାନରେ ଲାଖ ଦେଇ ଲାଖ ଉପରେ ନାମାଙ୍କିତ ମୁଦ୍ରା ବସାଇବା