ସୁନା ମାରିବା
ସ୍ୱର୍ଣ୍ଣଧାତୁକୁ ବୈଦ୍ୟଶାସ୍ତ୍ରୋକ୍ତ ଉପାୟରେ ମାରଣା ବା ଭସ୍ମ କରିବା;
[ଦ୍ରଷ୍ଟବ୍ୟ —ଏହିପରି ରୂପା, ତମ୍ୱା ଅଭ୍ର ବଙ୍ଗ, ମଣ୍ଡୂର, କାନ୍ତ, ଶଙ୍ଖ, ମୁକ୍ତା, ପ୍ରବାଳ ଆଦି ମାରିବା ବୋଲିଯାଏ]