ସୁର୍
ଦେଖଣା
ସୁର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ୱର)
[ସମ୍ପାଦନା]- ୧. ଶବ୍ଦ; ଧ୍ୱନି —୧. Sound.
- ୨. ସଙ୍ଗୀତର ରାଗ ବା ତାନ —୨. Tune.
- ୩. ବଙ୍ଗୀୟ ବଂଶୋପାଧିବିଶେଷ —୩. A family title in Bengal.
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]- ୧. (ଫାରାସୀ - ସୁର୍) ସୋର; ଚେତନା —୧. Consciousness.
- ୨. (ଫାରାସୀ - ସୁର୍) ଆରମ୍ଭ —୨. Beginning.