ସ୍କୁଲ ମାଷ୍ଟରି
ଦେଖଣା
ସ୍କୁଲ ମାଷ୍ଟରି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସ୍କୁଲ ମାଷ୍ଟରି
|
ଦେଶଜ - ବିଶେଷ୍ୟ -(ଇଂ ଷ୍କୁଲ୍ ମାଷ୍ଟର୍ ଶବ୍ଦସଙ୍ଗେ ଦେଶୀୟ ଇ ପ୍ରତ୍ୟୟ)
[ସମ୍ପାଦନା]ସ୍କୁଲ ମାଷ୍ଟରଙ୍କ କର୍ମ ବା ପଦ — Post of a schoolmaster; the state of being a schoolmaster; school mastership.
ଦେଶଜ - ବିଶେଷଣ -
[ସମ୍ପାଦନା]ସ୍କୁଲ ମାଷ୍ଟର ସମ୍ୱନ୍ଧୀୟ — Pertaining to a schoolmaster.