Jump to content

ସ୍ଥବିର

ଉଇକିଅଭିଧାନ‌ରୁ

ସଂସ୍କୃତଭାଷା,ବିଶେଷଣ (ସ୍ଥା.ଧାତୁ +କର୍ତ୍ତୁ.ଇର ) []

[ସମ୍ପାଦନା]
  • ବୃଦ୍ଧ
  • ଅଚଳ ( Unmoved )
  • ବୃଦ୍ଧ ଓ ପୂଜ୍ୟ ( ହିନ୍ଦିଶବ୍ଦସାଗର )
  • ବ୍ରହ୍ମା
  • ଶୈଳେୟ ( ପର୍ବତ ସମ୍ଵନ୍ଧୀୟ )( ରାଜନିର୍ଘଣ୍ଟ ଦେଖ )
  • ବୃଦ୍ଧଦାରକ ( ଦେଖ )-ଔଷଧିୟ ବୃକ୍ଷ ( ହିନ୍ଦିଶବ୍ଦସାଗର )
  • ବୃଦ୍ଧ ଓ ପୂଜ୍ୟ ବୌଦ୍ଧଯତି ( ହିନ୍ଦିଶବ୍ଦସାଗର )
  • ବୌଦ୍ଧସମ୍ପ୍ରଦାୟ ବିଶେଷ ( ହିନ୍ଦିଶବ୍ଦସାଗର )
  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ , ପୃଷ୍ଠା -୮୭୮୧