ସ୍ଥିତି

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଅବସ୍ଥାନ; ରହିବା
  • ସୀମା
  • ମର୍ଯ୍ୟାଦା; ନ୍ୟାୟପଥରେ ଅବସ୍ଥାନ
  • ସଂସ୍ଥିତି; କୌଣସି ଅବସ୍ଥାରେ କିଛିକାଳ ରହିବା
  • ସ୍ଥିରତା; ସ୍ଥାୟିତ୍ୟ
  • ପାଳନ
  • ସଂସ୍ଥାନ; ଜୀବଧାରଣ; ଜୀବିକା
  • ବିଶ୍ରାମ
  • ଅବଧାରଣ
  • ସିଦ୍ଧନ୍ତ
  • ଏକସ୍ଥାନରେ ବନ୍ଦ ହେବା
  • ନିବୃତ୍ତି
  • ଅଟକିଯିବା
  • ସ୍ଥାନ
  • ଜଡ଼ପଦାର୍ଥର ବା ଦ୍ରବ୍ୟର ଗୁଣ ବିଶେଷ, ଯେଉଁ ଗୁଣ ଯୋଗୁ ଜଡ଼ପଦାର୍ଥ ଏକ ସ୍ଥାନରେ ସ୍ଥିର ହୋଇ ରହେ
  • ଅବସ୍ଥା
  • ଅସ୍ତିତ୍ଵ
  • ଢ଼ଙ୍ଗ
  • ଆକାର; ଆକୃତି
  • ସଂଯୋଗ; ସୁଯୋଗ