Jump to content

ସ୍ନେହ ରଖିବା

ଉଇକିଅଭିଧାନ‌ରୁ

ସ୍ନେହ ରଖିବା

ଦେଶଜ - କ୍ରି.

[ସମ୍ପାଦନା]

(ସିନିହି ରଖିବା—ଗ୍ରାମ୍ୟ - ରୂପ)

ବହୁକାଳପାଇଁ ସ୍ନେହ କରିବା

ହାତମୁଠାରେ, ହାତରେରଖିବା ===

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ହସ୍ତଗତକରି କିଛିକାଳ ପାଇଁ ସମ୍ଭାଳିବା
୨. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିକୁ କରାୟତ୍ତ କରିବା