Jump to content

ସ୍ଵୀକାର

ଉଇକିଅଭିଧାନ‌ରୁ
  • ଅଙ୍ଗୀକାର; ପ୍ରତିଶ୍ରୁତି
  • ପ୍ରତିଜ୍ଞା
  • ପରିଗ୍ରହ
  • ପ୍ରତିଗ୍ରହ
  • ସମ୍ମତି; ରାଜି ହେବା
  • ମାନିଯିବା
  • ଆୟତ୍ତୀକରଣ
  • ବିବାହ ପୂର୍ବରୁ ବରପକ୍ଷ ଓ କନ୍ୟାପକ୍ଷଙ୍କ ମଧ୍ୟରେ ଅନୁଷ୍ଠିତ ସମ୍ମତିଜ୍ଞାପକ କାର୍ଯ୍ୟ
  • ସିଉକାର; କରଣ ସମାଜରେ ମହାପ୍ରସାଦ ନିର୍ବନ୍ଧ ପରେ କନ୍ୟାଙ୍କ ଘରୁ ବରଙ୍କ ଘରକୁ ପଠାଯିବା ବରଙ୍କ ବ୍ୟବହାର୍ଯ୍ୟ ପାଟଯଥ, ଦ୍ଵାର, ମୁଦି, ବାସନ ଆଦି