ସୟରାତ୍
ଦେଖଣା
ସୟରାତ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଌ[ଏ଼]ର, ସଇ[ଏ]ରାତ୍ ଜମା '
ବୈଦେଶିକ - ବିଶେଷ୍ୟ - [ଫାରାସୀ - ସାଏର୍]
[ସମ୍ପାଦନା]ଜମିଦାରୀର ଅନ୍ତର୍ଗତ ଭୂମିର ସ୍ଥାୟୀ ରାଜସ୍ୱ ଛଡ଼ା ମଛଦିଆ, ବନକର, ଫଳକର ଆଦି ଅସ୍ଥାୟୀ ଖଜଣା; ଅତିରିକ୍ତ କର —Sair; any fluctuating or additional rent payable for fishery, forests etc besides the fixed rent payable for land.