ଜଡ଼ଜି

ଉଇକିଅଭିଧାନ‌ରୁ
(୛ଡ଼ଜିରୁ ଲେଉଟି ଆସିଛି)

ଜଡ଼ଜି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - (ଗଞ୍ଜାମବାସୀ ମାନେ ଇଂ gudge ଶବ୍ଦର ଲୁପ୍ତ ଡ଼ି (dtod;) ଅକ୍ଷରକୁ ପ୍ରକାଶ କରି ଏହିପରି ଉଚ୍ଚାରଣ କରିଥାନ୍ତି; ତୁଳ=ବଜେଟ୍ budgetର ଗଞ୍ଜାମୀ ଉଚ୍ଚାରଣ ବଡ଼୍ଜେଟ୍)[ସମ୍ପାଦନା]

ଜଜ୍; ଜିଲ୍ଲାର ପ୍ରଧାନ ବିଚାରପତି —Judge; District judge.