ଫୂତ୍କାର

ଉଇକିଅଭିଧାନ‌ରୁ
((ଫୂ)ତ୍କାରରୁ ଲେଉଟି ଆସିଛି)

ଫୂତ୍କାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଫୁ(ଫୂ)ତ୍ କୃତି, ପୁ(ପୂ)ତ୍କାର, ଫ(ଫୂ)ତ୍କୃତିଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ଫୁତ୍+କୃ ଧାତୁ+ଭାବ. ଅ)[ସମ୍ପାଦନା]

୧. ଫୁଙ୍କିବା — ୧. Blowing of air through the mouth.
୨. ଫୁଁ ଫୁଁ ଶବ୍ଦ; ଫଫୁକାର; ଫଁ ଫଁ ଶବ୍ଦ —୨. Hissing sound.


୩. ଧିକ୍କାର; ଘୃଣା ପ୍ରଦର୍ଶନ —୩. Arrogance; showing contems or disdain.