ସଂଖ୍ୟା

Wiktionary ରୁ
(number ରୁ ଲେଉଟି ଆସିଛି)

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  1. ରାଶି; ଅଙ୍କ
  2. ସୁମାରି; ଗଣନା; ଗଣତି
  3. ବିଚାର
  4. ଗଣନା ଦ୍ଵାରା ଜଣାଯିବା ରାଶି ବା ପରିମାଣ
  5. କୌଣସି ବିଷୟର ତଦନ୍ତ