ତରଣ
ତରଣ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବିଶେଷ୍ୟ - (ତୃ ଧାତୁ=ପାରହେବା+ଭାବ. ଅନ)[ସମ୍ପାଦନା]
- ୧. ପାରଗମନ; ପାରିହେବା; ଅତିକ୍ରମଣ — ୧. Act of crossing over; passing over.
- ୨. ପ୍ଳବନ; ପହଁରିବା —୨. Swimming.
- ୩. ଦେଶାନ୍ତର ଗମନ —୩. Going a broad.
- ୪. (+କରଣ ଅନ) ଭେଳା —୪. Raft.
- ୫. ଡଙ୍ଗା —୫. Boat.
- ୬. ସ୍ୱର୍ଗ —୬. Heaven.
- ୭. ନିସ୍ତାର; ଉଦ୍ଧାର —୭. Deliverance.
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ବଟା ଚାଉଳ କ୍ଷିରୀ; ଯାଉ —୧. Gruel.
ତିନିପା ଦେଇଣ ପାଏକ ବଳିଲେ ଆପେ ତରଣ ରାନ୍ଧଇ । - ଟୀକା ଗୋବିନ୍ଦ ଚନ୍ଦ୍ର, ଯୋଗୀନ୍ଦ୍ର ବିପ୍ର
- ୨. ପିଠା କରିବା ସକାଶେ ବଟା ଯାଇଥିବା ପିଠଉ — ୨. Dough; paste made from grains for making cakes.