ପାଏ

ଉଇକିଅଭିଧାନ‌ରୁ

ପାଏ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ଓବିଶେଷଣ -[ସମ୍ପାଦନା]

୧. ଓଜନର ବା ମାପରେ କୌଣସି ନିର୍ଦ୍ଦିଷ୍ଟ ପରିମାଣର ଚାରି ଭାଗରୁ ଏକ ଭାଗ — ୧. One Pao in weight of measure.
୨. ଏକ ଚତୁର୍ଥାଂଶ —୨. One fourth.

ତ‌ହିଁରୁ ପାଏକ ବଳା ରାଜନରେ ଦିଅଁ ଦେବତା ପୂଜଇ - ଟୀକା ଗୋବିନ୍ଦ ଚନ୍ଦ୍ର, ଯୋଗୀନ୍ଦ୍ର ବିପ୍ର

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାଦ)[ସମ୍ପାଦନା]

ପାଦ —Foot, leg

ଉଠ ଶବର ଛାଡ଼ ପାଏ, ମନେ ନକରି କିଛି ଭୟ ଜଗନ୍ନାଥ ଭାଗତେ

୨. ପାଦରେ —୨. At the foot.

ଶରଣ ଗଲି ତୋର ପାୟେ, ରଖ ବ ନ ରଖ ଏ କାୟଂ ଜଗନ୍ନାଥ, ଭାଗବତ

ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]

ଏକପାଦ ବା ପହଣ୍ଡ ମାତ୍ର — By one steo only.

ଆତ୍ମ୍ୟା ଧ୍ୟାନରେ ଥିବା ଠାୟେ, କାହିଁକି ନ ଚଳିବ ପାଏ ପ୍ରାଚୀ. ନିର୍ଗୁଣ ମାହାତ୍ମ୍ୟ

ଦେଶଜ - କ୍ରି. (ପାଇବା କ୍ରିୟାର ନିତ୍ୟ ପ୍ରବୃତ୍ତ ବର୍ତ୍ତମାନକାଳ ଅନାଦରାର୍ଥକ ତୃତୀୟ ପୁରୁଷ ଏକବଚନ'ସେ' କର୍ତ୍ତା ସଙ୍ଗେ ବ୍ୟବହୃତ)[ସମ୍ପାଦନା]

(ସେ) ପ୍ରାପ୍ତ ହୁଏ —(he) Gets; receives.