ବାଣି

ଉଇକିଅଭିଧାନ‌ରୁ

ବାଣି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବଣ୍ ଧାତୁ+ ଭାବ. ଇ)[ସମ୍ପାଦନା]

୧. ବୟନ; ଲୁଗାବୁଣିବା — ୧. Weaving.
୨. (+ କରଣ. ଇ) ବାକ୍ୟ; ସ୍ୱର —Voice, speech.
୩. (+ କରଣ. ଇ)— ବାପଦଣ୍ଡ; ତନ୍ତ —୩. Loom.
୪. ଝୋଟ ଦଉଡ଼ି

କୂପ ବାମ୍ଫି ବାଣି ପୁସ୍କରିଣୀ ଅଛି କାହିଁରୁ ଜଳ ନ ସରେ । - ଟୀକା ଗୋବିନ୍ଦ ଚନ୍ଦ୍ର, ଯୋଗୀନ୍ଦ୍ର ବିପ୍ର