ଛେନାରୁ ଚୋପା ଛଡ଼ାଇବା
- ରୋ.ଟ୍ରା. — Chhenāru chopā chhaṟḍ̠āibā
- ଆଇ.ପି.ଏ. — tʃʰˈewnaɾˌu tʃˈopa tʃʰˈʌr.aˌiba
ଦେଶଜ - କ୍ରିୟାପଦ - (ବ୍ୟଙ୍ଗ)[ସମ୍ପାଦନା]
ବୃଥା ବା ନିଷ୍ଫଳ କଧାରେ ମାତିବା — ୧. (ironical) To be engaged in a wild-goose chase.
- ୨. ଅତିରିକ୍ତ ରୂପେ ତନ୍ନ ତନ୍ନ କରି ଆଲୋଚନା ବା ତର୍କ କରିବା —୨. To use hair-splitting arguments.