ଚୁପ୍
ଚୁପ୍
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ଅ. (ଅନାଦରାର୍ଥ)—(ସଂସ୍କୃତ - ଚୁପ ଧାତୁ=ମୌନ ହେବା- ହିନ୍ଦୀ - ଶବ୍ଦସାଗର; ହିନ୍ଦୀ - ଚୁପ୍=ନୀରବ; ଗୋପନ; ଗାଳିରେ ବ୍ୟବହୃତ)[ସମ୍ପାଦନା]
ପାଟି ବନ୍ଦକର୍; ତୂନୀ ହୋ — Shut up your mouth ! hush !
[ ଦ୍ର—ଏହା ନିମ୍ନତର ବ୍ୟକ୍ତିଙ୍କ ପ୍ରତି ବ୍ୟବହୃତ ହୁଏ ଓ ତାଚ୍ଛିଲ୍ୟାର୍ଥେ ବ୍ୟବହୃତ ହୁଏ]
ବିଶେଷ୍ୟ -[ସମ୍ପାଦନା]
ମୌନ —Silence.
ବିଶେଷଣ -[ସମ୍ପାଦନା]
ନୀରବ —Silent.