ଠାଇଁ
ଠାଇଁ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥାନ)[ସମ୍ପାଦନା]
- ୧. ସ୍ଥାନ —୧. Place.
- ୨. ଦିଗ —୨. Direction.
ଏବେ ଧାଇଁ ଅଛନ୍ତି କ୍ରୋଧରେ ମୋ ଠାଇଁ କି— କୃଷ୍ଣସିଂହ. ମହାଭାରତ. ବନ
ଅନୁବାଦ[ସମ୍ପାଦନା]
- ୩. ଶୂଦ୍ର ସମାଜରେ ବିଧବାର ଦ୍ୱିତୀୟ ବିବାହ; ଥୂଆଥୋଇ; ଦୁତିଅ ହେବା ପ୍ରଥା —୩. The custom of widow-marriage among the Ṡūdras.
ଅନୁବାଦ[ସମ୍ପାଦନା]
- ୪. ଆଶ୍ରୟ —୪. Shelter.
ପାଉ ଅଭାଗିନୀ ଠାଇଁ ତୋ ବକ୍ଷେ— ନନ୍ଦକିଶୋର. କୃଷ୍ଣକୁମାରୀ
ଅନୁବାଦ[ସମ୍ପାଦନା]
=== ଅ (ସଂସ୍କୃତ - ସ୍ଥାନେ)
ଠାରେ —In, it.
ବ୍ରହ୍ମା କହିଲେ ସେ ବିଷ୍ଣୁଙ୍କ ଠାଇଁ—ପ୍ରାଚୀ, ପରଚେଗୀତା