ଦଖଲ ନେବା
(କଚିରିଆ) କୌଣସି ସମ୍ପତ୍ତିକୁ ଖରିଦ କରିବା ପରେ ତାହା ପ୍ରଥମେ ଅଧିକାର କରିବା —To take possession of a thing.