ଗଉଡ଼ପାନ
ଗଉଡ଼ପାନ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ପ୍ରାଦେଶିକ - (ଗଡ଼ଜାତି) ବିଶେଷ୍ୟ -[ସମ୍ପାଦନା]
ଅନୁଗୁଳ ପ୍ରଭୃତି ଅଞ୍ଚଳରେ ଗଉଡ଼ପିଲାଏ ଚୋବାଇବା ମୂଷାକାନି ପତ୍ର ଓ ଖଇର (ଏହା ଚୋବାଇଲେ ଓଠ ପାନ ଖାଇଲା ପରି ନାଲିଆ ଦେଖାଯଏ) —Leaves of Mūshākāni plant chewed with catechu by poor cowherd lads and producing redness in the mouth and lips.