ମଇଲମ୍
ମଇଲମ୍
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ବୈଦେଶିକ - ବି—(ଆରବୀ - ମଲହମ୍; ମରହମ୍)[ସମ୍ପାଦନା]
- ୧. ମଲମ — ୧. Ointment.
- ୨. ଦେବତାଙ୍କ ଅଙ୍ଗରେ ଚୁଆ ଚନ୍ଦନ ବୋଳିବା ନୀତି ବିଶେଷ —୨. The ritual of annointing idols with sandal paste and other scents.
- ୩. ଦେବମୂର୍ତ୍ତିଙ୍କ ଦେହରୁ ପିନ୍ଧିଥିବା ବେଶ ଓ ଅଳଙ୍କାର କାଢ଼ିବା —୩. Taking off the dress and ornaments from an idol.