ଥାପନ
ଥାପନ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଥାପନ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥାପନ)[ସମ୍ପାଦନା]
- ୧. ପ୍ରିତିଷ୍ଠାନ; ସ୍ଥାପନ କରିବା; ବସାଇବା —୧. Act of establishing or setting up.
ଏମନ୍ତ ପ୍ରତିମା ସ୍ଥାପନ କରି, ପୂନଇ ଏହି ଦିଅଁ ବୋଲି କରି ପ୍ରାଚୀ. ପରଚେଗୀତା
- ୨. ରଖିବା —୨. Placing; putting.
ବିଶେଷଣ -[ସମ୍ପାଦନା]
- ୧. ସ୍ଥାପିତ ହୋଇଥିବା —୧. Set up.
- ୨. ପ୍ରତିଷ୍ଠିତ —୨. Placed.