ପଇଟିବା
ପଇଟିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ପଇଠିବା—ଅନ୍ୟରୂପ)
ଅନୁବାଦ[ସମ୍ପାଦନା]
ପଇଟିବା
|
(ପଇଟିଯିବା—ଅନ୍ୟରୂପ)
ଦେଶଜ - କ୍ରି. (ସଂସ୍କୃତ - ପ୍ରବିଷ୍ଟ)[ସମ୍ପାଦନା]
- ୧. ମୁଖସ୍ଥ ହେବା — ୧. To be committed to memory; to be got by heart.
- ୨. (କୌଣସି ବିଦ୍ୟା) ଆୟତ୍ତ ହେବା — ୨. To come under one's control, so that one can recite the passage; to be masterd.
- ୩. (ଘୋଷିଥିବା ବିଷୟ) ସ୍ମୃତ୍ତିପଥାରୁଢ଼ ହେବା — ୩. To be remembered, to occur to one's momory.
(ଯଥା—ଶ୍ଳୋକଟି ମତେ ପଇଟୁ ନାହିଁ)