ରକ୍ତ ଚକ୍ଷୁଃ
ରକ୍ତ ଚକ୍ଷୁଃ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ରକ୍ତନେତ୍ର, ରକ୍ତ ଲୋଚନଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]
- ୧. (ରୋଗ, ନିଶା, କ୍ରୋଧ ବା ଶୋକାଦିଜନିତ) ଆଖି ରକ୍ତବର୍ଣ୍ଣ ହେବା; ରଙ୍ଗ ଆଖି — ୧. Effusion of blood in the globe of the eye; blood-shot eye; Hæmalopia.
- ୨. ନାଲିଆଖି; ରାଗରେ ଆରକ୍ତଲୋଚନ —୨. Eyes reddened through a fit of anger.