ମଇତ୍ର
ମଇତ୍ର
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
(ମଇତ୍ରାଣୀ—ସ୍ତ୍ରୀ)
ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ମିତ୍ର)[ସମ୍ପାଦନା]
- ୧. ମିତ୍ର —୧. Friend.
(ଉ— ତକ୍ଷଣେ ବୁଝାମଣା କରି ଶତ୍ରୁ ମଇତ୍ର ସମ ସରି— ଭୂପତି. ପ୍ରେମପଞ୍ଚାମୃତ)
- ୨. ସମ ନାମଯୁକ୍ତ ବ୍ୟକ୍ତି — ୨. A namesake.
- ୩. ସମନାମଯୁକ୍ତ ଦୁଇ ଜଣଙ୍କ ମଧ୍ୟରେ ସ୍ଥାପିତ ଧର୍ମ—ବନ୍ଧୁତା; ମିତ୍ରତା —୩. A god-relationship established between two namesakes.