ଗଙ୍ଗାଜଳି କରିବା
ଗଙ୍ଗାଜଳି କରିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଗଙ୍ଗାଜଳି କରିବା
|
ଦେଶଜ - କ୍ରିୟାପଦ -[ସମ୍ପାଦନା]
- ୧. ଅନ୍ତିମ କାଳରେ ମୂର୍ମୂର୍ଷୂ ବ୍ୟକ୍ତିର ମୁଖରେ ଗଙ୍ଗାଜଳ ଦେବା — ୧. To put Ganges-water to the mouth of a dying person.
- ୨. ହାତରେ ଗଙ୍ଗାଜଳ ନେଇ ଶପଥ କରିବା — ୨. To swear by touching the Ganges-water.
- ୩. ଅନ୍ତିମ କାଳରେ ମୂମୂର୍ଷୁ ବ୍ୟକ୍ତିକୁ ଗଙ୍ଗାକୂଳକୁ ନେଇ ତାହା ଅଙ୍ଗକୁ ଗଙ୍ଗାନଦୀର ଜଳ ସ୍ପର୍ଶ କରିବା ଅବସ୍ଥାରେ ଗଙ୍ଗାକୂଳରେ ଶୁଆଇବା — ୩. To lay a dying man on the shore of the Ganges so that a part of the body touches the water. (the idea of the Hindus is that a man goes to heaven if he dies touching the Ganges-Water).