ଦଣ୍ଡିଆ
ଦଣ୍ଡିଆ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦଣ୍ଡିଆ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦାଣ୍ଡିକ)[ସମ୍ପାଦନା]
- ୧. ଯେଉଁ କର୍ମଚାରୀ ହାଟରେ ପଣ୍ୟବିକ୍ରେତାମାନଙ୍କଠାରୁ ଶୁଳ୍କ ବା ତୋଳା ଆଦାୟ କରେ —୧. The official who realises rates or tax from stall-keepers or venders in a market.
- ୨. ପଣ୍ୟ ଦ୍ରବ୍ୟାଦି ତଉଳିବା ବ୍ୟକ୍ତି — ୨. Weighman.
- ୩. ଦଣ୍ଡିଦାର; ଯେ ପଣ୍ୟ ବିକ୍ରେତାଙ୍କଠାରୁ ପଣ୍ୟଦ୍ରବ୍ୟ ମାନ ଓଜନ କରି କିଣି ନେଇ ମହାଜନମାନଙ୍କୁ ବିକି ଦିଏ ଓ ଏଥିପାଇଁ ପାଉସେରୀ ପାଏ; ଦଲାଲ — ୩. A broker or middleman who purchases merchandise or grains from vendors and sell them to wholesale merchants or getting a commissions.
(ଦଣ୍ଡେଇ—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଲିଙ୍ଗ - (ଗାଳି)[ସମ୍ପାଦନା]
କଳିହୁଡ଼ା (ପୁରୁଷ) — Quarrelsome (man).