ଘଟିକା ଯନ୍ତ୍ର
ଘଟିକା ଯନ୍ତ୍ର
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବିଶେଷ୍ୟ - (ରୂପକକର୍ମଧାରୟ; ଘଟିକା+ଯନ୍ତ୍ର)[ସମ୍ପାଦନା]
- ୧. ସମୟଜ୍ଞାପକ ପ୍ରାଚୀନ ଯନ୍ତ୍ର — ୧. Hour-glass; clepsydra.
- ୨. (ଆଧୁନିକ) ଘଣ୍ଟା —୨. Clock; timepiece.
- ୩. (ଆଧୁନିକ) ଉଆଚ୍ —୩. Watch.
- ୪. ଜଳ ଉଠାଇବାର ଯନ୍ତ୍ର; ଯନ୍ତ; ତେଣ୍ଡା — ୪. A machine for lifting water; water-wheel.