ଗଙ୍ଗାକୂଳିଆ
ଗଙ୍ଗାକୂଳିଆ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଗଙ୍ଗାକୂଳିଆ
|
ଦେଶଜ - ବିଶେଷଣ -[ସମ୍ପାଦନା]
- ୧. ଗଙ୍ଗା ନଦୀର କୂଳରେ ଜାତ — ୧. Produced on the shores of the Ganges.
- ୨. ଗଙ୍ଗାକୂଳରେ ସ୍ଥିତ —୨. Situate on the Ganges.
- ୩. ଗଙ୍ଗବଂଶୀୟ —୩. Pertainting to the Gaṅga dynasty of Orissa-kings.
ଦେଶଜ - ବିଶେଷ୍ୟ -[ସମ୍ପାଦନା]
କାଗଜା; ଏକପ୍ରକାର ବଡ଼ କାଗଜୀଲେମ୍ୱୁ — A kind of oval lime-fruit.