ଗଛିଗାଛି
ଗଛିଗାଛି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଗଛିଗାଛି
|
ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]
- ୧. ଏକ ପଦାର୍ଥର ସମସ୍ତ ଅଂଶ ଅନ୍ୟ ପଦାର୍ଥର ସମସ୍ତ ଅଂଶ ସଙ୍ଗେ ଯଥାକ୍ରମେ ମେଳ— ହେବା —୧. In a completly fitting with each other (said of two things).
- ୨. ଉତ୍ତମରୂପେ ସଜ୍ଜିତ କରି — ୨. In a well-arranged manner; in a shipshape manner.
ଦେଶଜ - ବିଶେଷଣ -[ସମ୍ପାଦନା]
ପରସ୍ପର ଯୋଗ୍ୟ ବା ସମକକ୍ଷ — Befitting each other; tallying with each other.