ଗଜବୀଥି
ଗଜବୀଥି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବିଶେଷ୍ୟ -(୬ଷ୍ଠୀ ତତ୍; ଗଜ+ବୀଥି)[ସମ୍ପାଦନା]
- ୧. ଗଜଶ୍ରେଣୀ — ୧. A row of elephants.
- ୨. ହାତୀଦାଣ୍ଡ; ଅରଣ୍ୟରେ ଯେଉଁ ପ୍ରଶସ୍ତ ବାଟରେ ହାତୀମାନେ ଯିବା ଆସିବା କରନ୍ତି — ୨. The road fre-quented by the herds of elephants in a jungle.
- ୩. ରୋହିଣୀ, ଆର୍ଦ୍ରା ଓ ମୃଗଶିରା ନକ୍ଷତ୍ର ତ୍ରୟ — ୩. The ୪th, ୫th and ୬th junar mansions.
[ଦ୍ରଷ୍ଟବ୍ୟ — ଏ ନକ୍ଷତ୍ରମାନଙ୍କ ମଧ୍ୟ ଦେଇ ଶୁକ୍ରଗ୍ରହର ଗତି ହୁଏ ହିନ୍ଦୀ - ଶବ୍ଦସାଗର]