ଠଉର
ଠଉର
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥିର)[ସମ୍ପାଦନା]
- ୧. ସ୍ଥିରତା — ୧. Certainty.
ଅନୁବାଦ[ସମ୍ପାଦନା]
- ୨. ଠାବ; ଦୃଢ଼ ଅବସ୍ଥିତ — ୨. Firm footing; stability.
(ଯଥା—ଶିଉଳିରେ ଗୋଡ଼ର ଠଉର ହେଲା ନାହିଁ)
- ୩. ଇନ୍ଦ୍ରିୟଗୋଚର; ଅନୁଭବ — ୩. Perception; ken.
(ଯଥା—କୁହୁଡ଼ି ହେତୁ ବାଟର ଠଉର ହେଲା ନାହିଁ)
- ୪. ନିଶ୍ଚୟାତ୍ମକ ଜ୍ଞାନ; ଠିକଣା —୪. Knowing; ascertainment; certain knowledge; positive assurance.
- ୫. ଅନୁମାନ —୫. Guess.
(ଯଥା—ମୁଁ ତା କଥାରେ କିଛି ଠଉରି ପାଇଲି ନାହିଁ)
ବିଶେଷଣ -[ସମ୍ପାଦନା]
- ୧. ସ୍ଥିର; ଦୃଢ଼ସ୍ଥାୟୀ —୧. Stable, firm.
- ୨. ସ୍ଥିରୀକୃତ —୨. Ascertained.
- ୩. ଇନ୍ଦ୍ରିୟଦ୍ୱାରା ଅନୁଭୂତ — ୩. Perceived by the senses.
- ୪. ଅନୁମିତ —୪. Guessed.