ଠକାର
ଠକାର
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ଠାରଠୁର; ସଙ୍କେତ — ୧. Dumb significant signs; gesture.
- ୨. ଠକପଣ; ଠକାମୀ —୨. Roguery.
ଠକାର ପର ଠକାର ପରିହର ନପାରୁ ନିଶ୍ଚେ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ
ଅନୁବାଦ[ସମ୍ପାଦନା]
ଠକାର
|
- ୩. କପଟ; ଛଳ —୩. Deseit; feigning.
- ୪. ଗୋପନୀୟ ପରାମର୍ଶ —୪. Secret consulation.
ଦେଶଜ - ବିଶେଷଣ - (ସଂସ୍କୃତ - ଠ+ଆକାର)[ସମ୍ପାଦନା]
ଠପରି ଆକାର ଯାହାର; ପୂର୍ଣ୍ଣ ଗୋଲ —Shaped loke the letter ṭh; round; circular.