Jump to content
ଠାକରା ବସେଇବା
(ଠାକରା ବସିବା—ବି)
ଦେଶଜ - କ୍ରିୟାପଦ -[ସମ୍ପାଦନା]
- ୧. ଯେଉଁଠାରେ ଚୂଲି ନ ଥାଏ ସେହିଠାରେ ହାଣ୍ଡି ରଖିବା ନିମନ୍ତେ ୩ଖଣ୍ଡ ଟେଳା ରଖି ଦେଇ ତା ଉପରେ ହାଣ୍ଡି ବସାଇ ରୋଷେଇ କରିବା —୧. To cook on three clods of earth or stone.
- ୨. ଖାଦ୍ୟାଦି ରାନ୍ଧିବା —୨. To cook one's food.
-