ଠିକ ଠିକ
ଠିକ ଠିକ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଦେଶଜ - ବିଶେଷଣ - (ବହୁବଚନ)[ସମ୍ପାଦନା]
- ୧. କୌଣସି ସମାଜରେ ବା ସ୍ଥାନରେ ବିଶିଷ୍ଟ ବା ଗଣ୍ୟମାନ୍ୟ (ବ୍ୟକ୍ତିଗଣ) — ୧. Very respectable and leading (person) of a locality or society. elite;
(ଯଥା—ଏ ଗାଆରୁ ଠିକ୍ ଠିକ୍ ୫ ଜଣ ଲୋକଙ୍କୁ ଡାକି ଏ ନିଷାପ କରାଇବା)
- ୨. ସାର; ମୂଲ୍ୟବାନ — ୨. Substantial; valuable.
ଶୁଣି ବାବୁ ନିରାକାର ଠିକଠିକ କଥା—ପ୍ରାଚୀ ବ୍ରହ୍ମନିରୂପଣଗୀତା
- ୩. ବଛା ବଛା —୩. Chosen; select.