ଠିକିରି
ଠିକିରି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ତାସ୍ଖେଳରେ ନାଲିରଙ୍ଗ ଚତୁଷ୍କୋଣ ଆକାରର ତାସ୍; ରୁହିତନ୍ —୧. The diamond cards of card play.
- ୨. ଗୁଡ଼ାଖୁ ଖାଇବା ଚିଲମର କଣ୍ଠଦେଶରେ ଦିଆଯିବା ଗୋଡ଼ି —୨. A bit of flint put at the neck of the mouthpiece or receiver of a hubble-bubble.