ଥାଉ
ଥାଉ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - ଅ[ସମ୍ପାଦନା]
- ୧. (କୌଣସି କାର୍ଯ୍ୟ) ଏହିଠାରେ ବନ୍ଦ ହେଉ — ୧. Let us stop.
- ୨. ବନ୍ଦକର; ସ୍ଥଗିତ କର —୨. Stop.
- ୩. ଅପେକ୍ଷା କର —୩. Wait.
କ୍ରି. (ଅସମାପିକା)[ସମ୍ପାଦନା]
ଥାଇ (ଦେଖ) - —Thāi (See)
ଦିନ ବା ରାତି ବାକି ଥାଉ ବାଟ ନ ଚାଲନ୍ତି ଥାଉ ପହରେ ପ୍ରତାପ. ଶଶିଶେଣା