ଦଉରା
ଦଉରା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଡୋରକ)[ସମ୍ପାଦନା]
ଦଉଡ଼ା; ରଜ୍ଜୁ — Rope.
ବୈ. ଦେଶଜ - ବିଶେଷ୍ୟ - (ଆରବୀ - ଦୌରା=ପରିଭ୍ରମଣ)[ସମ୍ପାଦନା]
ହାଇକୋଟ ଓ ସେସନ୍ ଜଜଙ୍କଦ୍ୱାରା ଗୁରୁତର ଅପରାଧମାନଙ୍କ ବିଚାର — Sessions.
[ଦ୍ରଷ୍ଟବ୍ୟ —ଗୁରୁତର ଅପରାଧଘଟିତ ସେସନ୍ ମୋକଦମାମାନ ବିଚାର କରିବାପାଇଁ ସେସନ୍ ଜଜମାନେ ଅପରାଧ ଘଟିଥିବା ଅଞ୍ଚଳକୁ ଯାଇ ସେହିଠାରେ କଚେରୀ କରି ମକଦମା ବିଚାର କରନ୍ତି]
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]
ଗସ୍ତ —Tour.