ଦକ୍ଷିଣେର୍ମା
ଦକ୍ଷିଣେର୍ମା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବିଶେଷଣ - (ବହୁବ୍ରିହୀ; ଦକ୍ଷିଣ=ଡାହାଣ ଦିଗରେ+ଇର୍ମା =କ୍ଷତ ହୋଇଅଛି ଯାହାର)[ସମ୍ପାଦନା]
ବ୍ୟାଧଦ୍ୱାରା ଡାହାଣଅଙ୍ଗରେ ଶରାହତ (ମୃଗ) —(a deer) Wounded by an arrow on his right side.
ବିଶେଷ୍ୟ -[ସମ୍ପାଦନା]
ଦକ୍ଷିଣ ପାର୍ଶ୍ୱରେ ଶରାହତ ମୃଗ —A stag struck with an arrow on his right side.