ଦଗେଇବା
ଦଗେଇବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଦଗାଇବା, ଦଗେଇ ହେବାଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - କ୍ରି.[ସମ୍ପାଦନା]
- ୧. ଦାଗିବା କ୍ରିୟାର ଣିଜନ୍ତରୂପର — ୧. The causative from of 'Dāgibā'
- ୨. (ରୋଗ ନିବାରଣାର୍ଥ) ଅନ୍ୟ ବ୍ୟକ୍ତିଦ୍ୱାରା ଆପଣା ଦିହରେ ଚଡ଼ୁ— ଦିଆଯିବା —୨. To cause one's body to be branded by another with a hot iron (for the purpose of being freed from some deseases).
- ୩. ଅନ୍ୟ ବ୍ୟକ୍ତିଦ୍ୱାରା ଚିହ୍ନ ଦେବା କର୍ମ କରାଇବା — ୩. To cause another to put a mark.