ଦଣ୍ଟାଇବା
ଦଣ୍ଟାଇବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
[ ଦଣ୍ଠା(ଣ୍ଠେ)ଇବା—ଅନ୍ୟରୂପ ]
ଅନୁବାଦ[ସମ୍ପାଦନା]
ଦଣ୍ଟାଇବା
|
ଦେଶଜ - କ୍ରି. (ସଂସ୍କୃତ - ଦଣ୍ଡ)[ସମ୍ପାଦନା]
- ୧. କୌଣସି ବ୍ୟକ୍ତିକୁ ବେକାବୁ କରିବା; ନାକାନ୍ତ କରିବା —୧. To overpower a person.
- ୨. କୌଣସି ବ୍ୟକ୍ତିକୁ କିଂକର୍ତ୍ତବ୍ୟ— ବିମୂଢ଼ କରିବା —୨. To corner a person; to reduce a person to straits or helplessness.
- ୩. ହେମତ୍ ଦେବା —୩. To encourage a person.
- ୪. ଶଗଡ଼ ଦଣ୍ଡାର ଅଗକୁ ଧରି ପଛ ଆଡ଼ୁ ଶଗଡ଼ର ଗତିକୁ ନିୟତ୍ରିତ କରିବା —୪. To direct the movement of a cart by holding the ends of the poles from behind.
- ୫. ଉତ୍ତେଜିତ କରିବା —୫. To instigate a person; to incite.