ଦଣ୍ଡଧାରୀ
ଦଣ୍ଡଧାରୀ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ଦଣ୍ଡଧାରିଣୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ—(ଦଣ୍ଡ+ ଧୃ ଧାତୁ+ କର୍ତ୍ତୃ. ଇନ୍)[ସମ୍ପାଦନା]
ଯେ ଯଷ୍ଟି ଧାରଣ କରି ଥାଏ —Holding a staff.
ବିଶେଷ୍ୟ -[ସମ୍ପାଦନା]
- ୧. ଦଣ୍ଡୀ; ସନ୍ନ୍ୟାସୀ — ୧. An anchorite carring a staff.
- ୨. ରାଜା —୨. King.
ୟେରୂପେ ସନମାନ କରି; ଛାମୁରେ ଉଭା ଦଣ୍ଡଧାରୀ ଭୂପତି, ପ୍ରେମପଞ୍ଚାମୃତ