ଫଉଦ ବିଗାଡ଼ୁ
ଫଉଦ ବିଗାଡ଼ୁ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଫଉଜବିଗା(ଗି)ଡ଼ା, ଫୌଦବିଗାଡ଼ୁ, ଫୌଦବିଗ(ଗି)ଡ଼ାଅନ୍ୟରୂପ
ବୈଦେଶିକ - ବିଶେଷଣ - (ଫାରାସୀ - ଫୌଜ୍+ବିଗାଡ଼ନା)[ସମ୍ପାଦନା]
- ୧. ଯେଉଁ ବ୍ୟକ୍ତି ସୈନ୍ୟମାନଙ୍କୁ ଉତ୍ତେଜନା କରି ସେମାନଙ୍କ ମଧ୍ୟରେ ଅସନ୍ତୋଷ ଓ ବିଦ୍ରୋହ ଜାତ କରାଏ —୧. Inciting the soldiers to mutine.
- ୨. ଯେଉଁ ବ୍ୟକ୍ତି ଦଳସ୍ଥ ଅନ୍ୟ ବ୍ୟକ୍ତିମାନଙ୍କୁ ମନ୍ଦ ପରାମର୍ଶ ବା ମନ୍ଦ ଉଦାହରଣଦ୍ୱାରା ବିଗାଡ଼ିଦିଏ —୨. Spoiling the whole party by one's evel advice or example.